Connect with us

Odia Bhajan

Odia Bhajan Mahadevi Maa Sibani – Our First Project Releasing Soon

Published

on

Mahadevi Maa Sibani Odia Bhajan

Mahadevi Maa Sibani Odia Bhajan

ଜୟ ମା ଶିବାନୀ ???

ପାର୍ବଣ ଉପଲକ୍ଷେ “ସୋହମ୍ ସୋନିକ୍” ଭେଟି ଦେଉଛି ଏହାର ଅଗଣିତ ଦର୍ଶକ ମାନଙ୍କ ପାଇଁ ଏକ ସୁନ୍ଦର ଓଡ଼ିଆ ଭଜନ “ମହାଦେବୀ ମା ଶିବାନୀ” । ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ସୁନାମଧନ୍ୟା ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଗୀତଟିକୁ ଲେଖିଛନ୍ତି ଶ୍ରୀମତି ଶିବପ୍ରୀୟା ମିଶ୍ର, ସଂଗୀତରେ ସଜେଇଛନ୍ତି ବିପିନ ବାରିକ, ଗୀତଟିର ପ୍ରଯୋଜନା କରିଛନ୍ତି ଲମ୍ବୋଦର ସାହୁ (ସୋହମ୍ ସୋନିକ୍)

https://www.youtube.com/watch?v=6PGu590w7n8

ଏହିପରି ଆଗକୁ ନୁଆ ନୁଆ ମନଛୁଆଁ ସୁନ୍ଦର ଓଡ଼ିଆ ଗୀତ ଶୁଣିବା ପାଇଁ ଆମ ଚାନେଲ୍ “ସୋହମ୍ ସୋନିକ୍” କୁ ଏବେହିଁ ସବ୍ସକ୍ର।ଇବ୍ କରନ୍ତୁ।
??
https://www.youtube.com/channel/UCV5lYLkGimDOuZH_fdrT5Jw

Thank U For Ur Love? Towards Us…
Thank U All… With Love ? from

#SohamSonic Team? ?

✽ ଧନ୍ୟବାଦ ✽

Aseema PandaBipin Barik Bipin BarikSmt Sibapriya MishraLambodar Sahu

Studio version will be releasing soon. Please do subscribe to our channel Soham Sonic and support us. ❤️❤️❤️❤️❤️

Continue Reading
Click to comment

Leave a Reply

Your email address will not be published. Required fields are marked *

Facebook

Trending

Copyright © 2019-2025 Sohamsonic.com. All rights reserved.

SohamSonic.com is a music and entertainment blog provides essential tips and guidance for independent musicians and artists along with celebrities, movies news and reviews.