Connect with us

Odia Bhajan

New Durga Puja Song Maa Sibani – Asima Panda Odia Bhajan Navratri Special Lyrics

Published

on

New Durga Puja Song Maa Sibani - Asima Panda Odia Bhajan

ଜୟ ମା ଶିବାନୀ ???

Happy Navaratri to All…

Hello Friends, The most awaited New Durga Puja Song ? of the year 2019 is released today. Plz watch it and give your love ?. Thanks.

New Durga Puja Song Maa Sibani – Asima Panda Odia Bhajan Navratri Special 2019 #DurgaPujaSong #OdiaBhajan #AsimaPanda

Watch it
??

 

ମହାଦେବୀ ମା ଶିବାନୀ – Full Lyrics

ବାଜିଲା କାହାଳୀ ଶୁଭିଲା ଶଙ୍ଖ
ନାଚଇ ବସୁଧା ରାଣୀ,
ଝିପିଝିପି ବରଷା ରେ ଆସୁଛନ୍ତି
ମହାଦେବୀ ମା ଶିବାନୀ…

ଉଠୁଛି ପଡୁଛି ସହର ବଜାର
ମାଆ ଆଗମନ ଜାଣି
ଝିପିଝିପି ବରଷା ରେ ଆସୁଛନ୍ତି
ମହାଦେବୀ ମା ଶିବାନୀ
ବେଗି ବେଗି ଆସ ମାଆ ଆସ ମାଆ
କାଶତଣ୍ଡି ହସିଲାଣି (୦)

ପୂଜାର ମଣ୍ଡପ କେତେ ସାଜ ସଜ୍ଜା
ଦଶହରା ତୋ ଆସିଲେ
ଆତଙ୍କ ନାଶିନୀ ଦୁଷ୍ଟ ସଂହାରିବୁ
ତୋ ଦୟାରୁ ସୃଷ୍ଟି ଚାଲେ,
>>>>
ପାର୍ବଣ ମାସର ପୁଣ୍ୟ ଅବସରେ
ଧରା ଯେ ଅମୃତମୟ
ସଭିଏଁ ପୂଜନ୍ତି ବିଗ୍ରହ କୁ ତୋର
ଭୁଲି ନିଜ ପରିଚୟ

ଝୁଣାର ଧୂପରେ ଚଉଦିଗ ପୁରି
ଚାହାଣୀ ରେ ନେବ କିଣି
ଝିପିଝିପି ବରଷା ରେ ଆସୁଛନ୍ତି
ମହାଦେବୀ ମା ଶିବାନୀ
ବେଗି ବେଗି ଆସ ମାଆ ଆସ ମାଆ
କାଶତଣ୍ଡି ହସିଲାଣି…(୧)

ପୁଣ୍ୟ ର ଦୁଆର ଖୋଲି ଯାଏ ମାଆ
ତୋ ସାଥିରେ ହେଲେ ଭେଟ
କରୁଣାରେ ତୋର ପାପ ନାଶ ଯିବ
ମିଳିବ ମୁକ୍ତି ର ବାଟ
>>>>>
ସତ୍ୟ ଓ ଧର୍ମରେ ପୁରି ଉଠୁ ମାଆ
ତୋର ଏ ପୁଣ୍ୟ ଜଗତ
ସବୁରି ମୁହଁରେ ହସ ଖେଳୁଥାଉ
ଅନ୍ୟାୟ ର ହେଉ ନାଶ

ବରଷକେ ଥରେ ଆସୁ ଏ ସଂସାରେ
କରିବାକୁ ପାପ ପାଣି
ଝିପିଝିପି ବରଷା ରେ ଆସୁଛନ୍ତି
ମହାଦେବୀ ମା ଶିବାନୀ
ବେଗି ବେଗି ଆସ ମାଆ ଆସ ମାଆ
ପୁଣ୍ୟ ର ମୁରୁଜ ବୁଣି…(୨)

– ଶ୍ରୀମତୀ ଶିବପ୍ରିୟା ମିଶ୍ର (ଗୀତିକାର)

Mahadevi Maa Shivani – Lyrics

Bajila Kahali Subhila Sankha, Nachai Basudha Rani
Jhipi Jhipi Barasare Asuchanti, Mahadevi Maa Shivani…
Uthuchi Paduchi Sahara Bazar, Maa Agaman Jani
Jhipi Jhipi Barasare Asuchanti, Mahadevi Maa Shivani
Begi Begi Asa Maa, Asa Maa, Kasatandi Hasilani…

Continue Reading
Click to comment

Leave a Reply

Your email address will not be published. Required fields are marked *

Facebook

Trending

Copyright © 2019-2025 Sohamsonic.com. All rights reserved.

SohamSonic.com is a music and entertainment blog provides essential tips and guidance for independent musicians and artists along with celebrities, movies news and reviews.